ଅନୁଭବ ବର୍ଷା ଅଲଗା ହେବା ପରେ ବର୍ଷା ଏହି ପୁଅକୁ ବିବାହ କରିବେ ?

ଅନୁଭବ ବର୍ଷାଙ୍କୁ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେବା ପାଇଁ ଦୂହିଁଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛ । କୋର୍ଟଙ୍କ ରାୟ ଆସିବା ପରେ ଅନୁଭବଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଛନ୍ତି । ଅନୁଭବ ଏବେ ବର୍ଷାଙ୍କୁ ସହଜରେ ଛାଡି ପାରିବେ । ଅନୁଭବ ଚାହିଁଲେ ବିବାହ ବିଚ୍ଛେଦ କରି ପାରିବେ ବୋଲି ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି ।

ଏହି ଖବର ଆସିବା ପରେ ଅନୁଭବ ତାଙ୍କ ପତିକ୍ରିୟାରେ କହିଛନ୍ତି ଦୀର୍ଘଦିନ ପରେ ସତ୍ୟର ଜୟ ହୋଇଛି । ଏଥି ପାଇଁ ସେ ବେସ ଖୁସିମଧ୍ୟ ଅଛନ୍ତି । ସବୁଠାତୁ ବଡ କଥା ହେଲା ଆଗାମୀ ଦିନରେ ସେ ବିବାହ କରିବା ପାଇଁ ଯାଉଛନ୍ତି । ଅନୁଭବ ଙ୍କ ଏଭଳି କଥା ପରେ ବର୍ଷା କଣ କରିବେ ବୋଲି ଏବେ ଚର୍ଚ୍ଚା ଜୋର ଧରିଥିଲା । ବର୍ଷା ଅନୁଭବଙ୍କ ପରେ ଆଉ କାହାକୁ ବିବାହ କରିବେ ବୋଲି ଏବେ ପ୍ରଶ୍ନ ଉଠିଛି ।

ଅନୁଭବଙ୍କ ପରେ ବର୍ଷା ମଧ୍ୟ ଖୁବଶୀଘ୍ର ଏ ବାବଦରେ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ବାବଦରେ ବର୍ଷା କିଛି କହି ନାହାନ୍ତି ବରଂ ଅନୁଭବଙ୍କୁ ପାଇବା ପାଇଁ ବର୍ଷା ସୁପ୍ରିମ କୋର୍ଟର ଆଶ୍ରୟ ନେବେ ବୋଲି ଚର୍ଚ୍ଚା ହେଉଛି । ଅନୁଭବ ଅନ୍ୟ ଝିଅକୁ ବିବାହ କରିଲେ ତାଙ୍କୁ ମଧ୍ୟ ଭଲ ପୁଅ ମିଳିବେ ବୋଲି କୁହ ଯାଇଛି । ବହୁତ ଧନୀ ଓ ସୁନ୍ଦର ପୁଅ ମିଳିବେ ବୋଲି ତାଙ୍କ ପ୍ୟାନ୍ସ ମାନେ କହିଛନ୍ତି ।

Leave a Comment